ଦିଲ୍ଲୀରେ ଭିଭିନ୍ନ ଭତ୍ତାର ପରିମାଣ ୨୦୦୦ ଟଙ୍କା ରୁ ୨୫୦୦ ଟଙ୍କା ରହିଛି
ବାର୍ଦ୍ଧକ୍ୟ ଭତ୍ତା 
ବିଧବା ଭତ୍ତା
ଭିନ୍ନକ୍ଷମ ଭତ୍ତା
ଦିଲ୍ଲୀରେ ସାମାଜିକ ସହାୟତା ଭତ୍ତା, ଯଥା ବିଧବା ଭତ୍ତା, ବାର୍ଦ୍ଧକ୍ୟ ଭତ୍ତା, ଭିନ୍ନକ୍ଷମ ଭତ୍ତା ଇତ୍ୟାଦି ର ପରିମାଣ, ମାସିକ ୨୦୦୦ ରଙ୍କା ରୁ ୨୫୦୦ ଟଙ୍କା ରହିଛି | ଆପ୍ ସରକାର ଆସିବା ପୂର୍ବରୁ ଏହା ଯଥେଷ୍ଟ କମ୍ ରହିଥିଲା।