ପରିଚୟ

60418126_1343345955815216_5607894998310715392_n
61265389_1355745907908554_7347628981102837760_n

ଆମର ଉଦ୍ଦେଶ୍ୟ

ବିଗତ କିଛି ଦଶନ୍ଧି ହେଲା ରାଜନୀତି ଅତି ମାତ୍ରାରେ କଳୁଷିତ ହୋଇ ଯାଇଛି । ରାଜନେତା ମାନେ ଅର୍ଥ ଓ ବାହୁବଳରେ କ୍ଷମତା ଦାଖଲ କରୁଛନ୍ତି । ଲୋକଙ୍କ ସ୍ଵାର୍ଥ ଓ ଦେଶର ପ୍ରକୃତ ପ୍ରଗତିକୁ ଜଳାଞ୍ଜଳି ଦେଇ ନିଜର ବ୍ୟକ୍ତିଗତ ସମ୍ପତ୍ତି  ଏବଂ ସ୍ଵାର୍ଥ ସାଧନ ପାଇଁ ଭାରତୀୟ ସମ୍ବିଧାନକୁ ଆଜି ବିପନ୍ନ କରି ସାରିଲେଣି।

ଯେହେତୁ ଏ କଳୁଷିତ ରାଜନୈତିକ ବାତାବରଣ ଅସହ୍ୟ ହେଲାଣି, ଯେଉଁ ମାନେ ଏଥିରେ ପରିବର୍ତ୍ତନ ହେଉ ବୋଲି ଚାହୁଁଛନ୍ତି, ସେମାନଙ୍କୁ ନିଜକୁ ଏହି ଭିତରେ ପଶି ଏ ପୂତିଗନ୍ଧମୟ ମଇଳା ସଫା କରିବାକୁ ହେବ । ଦେଶର ସ୍ଵାଧୀନତା, ଅଖଣ୍ଡତା, ଏବଂ ସମ୍ବିଧାନର ମୂଳ ଉଦ୍ଦେଶ୍ୟ କୁ ବଞ୍ଚେଇ ରଖିବାକୁ ହେଲେ, ଏ ଭ୍ରଷ୍ଟ ରାଜନୀତିର ପରିଭାଷା କୁ ବଦଳାଇବାକୁ ହେବ।

ବିଗତ କିଛି ନିର୍ବାଚନରେ କାଗଜ ବ୍ୟାଲଟ ବଦଳରେ ବୈଦ୍ୟୁତିକ ଭୋଟିଂ ମେସିନର ପ୍ରଚଳନ କରିଛନ୍ତି ନିର୍ବାଚନ କମିଶନ । ଇଭିଏମ କୁ ନେଇ ଅନେକ ସନ୍ଦେହ ବିଭିନ୍ନ ରାଜନୈତିକ ଦଳ ମାନେ ଉଠାଇସାରିଥିବା ବେଳେ ନିର୍ବାଚନ କମିଶନ ଏ ସନ୍ଦେହକୁ ଅମୂଳକ ବୋଲି କହୁଛନ୍ତି | ତେବେ VVPAT ମେସିନ ଆସିବା ପରେ ଯଦିଓ କିଛିଟା ଆଶ୍ଵାସନା ମିଳୁଛି, ତାର ଗଣତି କୁ ହିସାବକୁ ନେବା ପାଇଁ ନିର୍ବାଚନ କମିଶନ ରାଜି ହେଉ ନାହାନ୍ତି । ଏହା ଭୋଟରଙ୍କ ଏବଂ ରାଜନୈତିକ ଲୋକଙ୍କ ମନରେ ଥିବା ସନ୍ଦେହକୁ ଆହୁରି ଦୃଢୀଭୂତ କରୁଛି ।

ସମସ୍ତଙ୍କୁ ସମାନ ଶିକ୍ଷା, ସ୍ୱାସ୍ଥ୍ୟ, ଏବଂ ସମ୍ମାନର ସହ ବଞ୍ଚିବାର ଆବଶ୍ୟକତା ପୂରଣ କରିବା ଗଣତନ୍ତ୍ରରେ ରାଷ୍ଟ୍ରଧର୍ମ

 

Meet the Team

Write something about the people who make your business go or your philosophy behind customer service.
Why? Because people want to know who they're doing business with. It's a human thing.

Arvind-Kejriwal-2

ଅରବିନ୍ଦ କେଜରିୱାଲ

ରାଷ୍ଟ୍ରୀୟ ଆବାହକ

Include a short bio with an interesting fact about the person.

ସଞ୍ଜୟ ସିଂ

ସଞ୍ଜୟ ସିଂ

ଓଡ଼ିଶା ପ୍ରଭାରୀ

Include a short bio with an interesting fact about the person.

t

g

Include a short bio with an interesting fact about the person.

Next Steps...

This is should be a prospective customer's number one call to action, e.g., requesting a quote or perusing your product catalog.